ତଲସରା: ବଡ଼ଗାଁ ବସଷ୍ଟାଣ୍ଡରୁ ୪ ଆହତ ନାବାଳକ ଗୁରୁକୁଳ ଛାତ୍ରଙ୍କୁ ଉଦ୍ଧାର କରି ପୋଲିସରେ ଜିମା ଦେଲେ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା
Talasara, Sundargarh | Aug 25, 2025
ରାଉରକେଲା ଠାରୁ ସୁନ୍ଦରଗଡ଼ ଯାଉଥିବା ଯାତ୍ରୀବାହୀ ଅନିଲ ବସରେ ୪ ଜଣ ଆହତ ନାବାଳକ ଗୁରୁକୁଳ ଛାତ୍ରଙ୍କୁ ଉଦ୍ଧାର କରି ଆଜି ବଡ଼ଗାଁ ପୋଲିସ ରେ...