ବିଜେପୁର: ନୂଆପଡା ଜିଲ୍ଲା କାର୍ଯ୍ୟାଳୟ ରେ ବିଜେପୁର ବ୍ଲକ ର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ସହ ବିଜେପୁର ବିଧୟକଙ୍କ ବୈଠକ
ନୂଆପଡା ଉପନିର୍ବାଚନ ଅବସରରେ ନୂଆପଡା ଜିଲ୍ଲା କାର୍ଯ୍ୟାଳୟ ରେ ବିଜେପୁର ବ୍ଲକ ର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତକାର ମନ୍ୟବର ବିଧାୟକ ବିଜେପୁର ସନତ କୁମାର ଗଡତିଆ ।