ଅତାବିରା: ଅତାବିରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସହଯୋଗ କାର୍ଯ୍ୟକ୍ରମ
ଆଜି ମଂଗଲବାର ମଧ୍ଧାହ୍ନ ୧୨ଟା ସମୟରେ ଅତାବିରା ସରକାରୀ ଡାକ୍ତରଖାନାରେ ସହଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ଏହି କାର୍ଯ୍ୟକ୍ରମ ଡାକ୍ତର ରବିନାରାୟଣ ମିଶ୍ରକଂ ଉପସ୍ତିତିରେ ଦୀପକ ରାଏ ୧୩ ଜଣ କୁ ସହଯୋଗର ହାତ ବଢାଇଛନ୍ତି