କଟକ ପୌରାଞ୍ଚଳ: ପୁରୀଘାଟ ଥାନା ଅଧୀନରେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁରୀଘାଟ ଥାନା ପୋଲିସ
Cuttack M Corp PS, Cuttack | Aug 26, 2025
କଟକ ଜିଲ୍ଲା ପୁରୀଘାଟ ଥାନା ଅଧୀନରେ ଜଣେ ନାବାଳିକାକୁ ଅପହରଣ କରିବା ସହ ଦୁଷ୍କର୍ମ କରିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁରୀଘାଟ ଥାନା...