କୋରେଇ: ମା ବିରଜାଙ୍କ ମନ୍ଦିରର ନାଭିଗୟାରେ ପିତୃପୁରୁଷକୁ ପିଣ୍ଡାଦାନ କରିବା ମହତ୍ୱ ଉପରେ ସୂଚନା ଦେଲେ ମନ୍ଦିରର ସେବାୟତ କଲ୍ୟାଣ କୁମାର ପାଢ଼ୀ
Korai, Jajpur | Sep 15, 2025 ମା ବିରଜାଙ୍କ ମନ୍ଦିରର ନାଭିଗୟାରେ ପିତୃପୁରୁଷକୁ ପିଣ୍ଡାଦାନ କରିବା ମହତ୍ୱ ଉପରେ ସୂଚନା ଦେଲେ ମନ୍ଦିରର ସେବାୟତ କଲ୍ୟାଣ କୁମାର ପାଢ଼ୀ l ଆରମ୍ଭ ହେଇଛି ମା ବିରଜାଙ୍କ ମନ୍ଦିରରେ ପିତୃପୁରୁଷକୁ ପିଣ୍ଡଦାନ କାର୍ଯ୍ୟକ୍ରମ l ଏହି ସମୟରେ ଜିଲ୍ଲା ଯଥା ଜିଲ୍ଲା ବାହାରୁ ଶହ ଶହ ଭକ୍ତ ଆସି ନାଭିଗୟା ରେ ନିଜ ପିତୃପୁରୁଷକୁ ପିଣ୍ଡଦାନ କରୁଛନ୍ତି l ତେବେ ଏହି ସମୟରେ ନାଭିଗୟାରେ ପିଣ୍ଡଦାନ କରିବାର ମହତ୍ୱ ସମ୍ପର୍କରେ ସୂଚନା ଦେଇଛନ୍ତି ମା ଙ୍କ ସେବାୟତ କଲ୍ୟାଣ କୁମାର ପାଢ଼ୀ