ପଟ୍ଟାଙ୍ଗୀ: ସେମିଳିଗୁଡା ବ୍ଳକର ମାଲି ପୁଙ୍ଗାର ଗ୍ରାମରେ ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗ୍ରାମବାସୀ
ସେମିଳିଗୁଡା ବ୍ଲକର ମାଲି ପୁଙ୍ଗାର ଗ୍ରାମରେ ସ୍ଥାନୀୟ ତହସିଲଦାରଙ୍କ ଜବରଦଖଲ ଉଛେଦକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟାରେ କହିଛନ୍ତି ପୁର୍ବ ପୁରୁଷ ଅମଳରୂ ସରକାରୀ ଜମିରେ ଜୀବନଯାପନ କରୁଥିବା ବେଳେ ପ୍ରଶାସନ ଏବେ ଥୟଥାନ ନକରି ଜବରଦଖଲ ଉଚ୍ଛେଦକୁ ବିରୋଧ କରିଛନ୍ତି।