ରାୟଗଡା: ଡମ୍ଭାସରା କୁ ବ୍ଲକ ମାନ୍ୟତା ଦାବିରେ ଆଜି୬ଟି ପଞ୍ଚାୟତବାସି ଆସିଉପଜିଲ୍ଲାପାଳଙ୍କୁ ଦାବିପତ୍ରପ୍ରଦାନ ଉପଜିଲ୍ଲାପାଳଙ୍କ ଶୁଣିବା ପ୍ରତିକ୍ରିୟା
ରାୟଗଡ଼ା ଜିଲ୍ଲା ଡମ୍ୱସରା କୁ ବ୍ଲକ ମାନ୍ୟତା ଦାବି ଯୋର ଧରିଲା ଆଜି ଗୁଣପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେ ଦାବି ପତ୍ର ପ୍ରଦାନ କଲେ ୬ପଞ୍ଚାୟତ ବାସି