ମଙ୍ଗଳବାର କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ କାର୍ଯ୍ୟାଳୟ ଜୟପାଟଣା ଆନୁକୁଲ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେଙ୍ଗାଲ ପାଲି ଠାରେ ତିନୋଟି କ୍ଳଷ୍ଟର ର ୨୧୦ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ସ୍କ୍ରିନିଙ୍ଗ ଶିବିର ଗୋଷ୍ଠୀ ସମ୍ବଳ ସଂଯୋଜକ ପ୍ରସନ୍ନ କୁମାର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ଉକ୍ତ ରେଙ୍ଗାଲ ପାଲି ପ୍ରଧାନ ଶିକ୍ଷକ ଲଲିତ କୁମାର ନାଏକ ଉଦଘାଟନ କରିଥିଲେ।