ମୋହନା: ତାରିଣୀ ମନ୍ଦିର ନିକଟରେ ଏକ ପିକ ଅପ ଗାଡି ରୂ ସାତ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଲା ପୋଲିସ, ଅଭିଯୁକ୍ତ ଚମ୍ପଟ
Mohana, Gajapati | Sep 4, 2025
ମୋହନା - ସାତ କୁଇଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିଲା ମୋହନା ପୋଲିସ, ଘଟଣା ସ୍ଥଳରୁ ଅଭିଯୁକ୍ତ ଚମ୍ପଟ ମାରିଛି। ଗଜପତି ଜିଲ୍ଲା ମୋହନା ପୋଲିସ...