ସେମିଳିଗୁଡ଼ା କଦମଝୋଲା ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପିଏମଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ ୨ଟା ସମୟରେ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ ଏହି ଉତ୍ସବର ଆୟୋଜନ ପାଇଁ ବିଦ୍ୟାଳୟ କର୍ତ୍ତୁପକ୍ଷ ଏବଂ ଛାତ୍ର ଛାତ୍ରୀମାନଙ୍କ ଆଗ୍ରହ ଦେଖି ବହୁତ ଖୁସି ପ୍ରକାଶ କରିଥିଲେ। ବିଭିନ୍ନ ପ୍ରଦର୍ଶନ ମାଧ୍ୟମରେ ପିଲାଙ୍କ ପ୍ରତିଭାକୁ ଦେଖିବା ସହ ବିଭିନ୍ନ ପ୍ରତିଯୋଗିତାର କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କ