ଦେଶୀ ମଦ ଭର୍ତ୍ତି ପିକଅପ ଜବତ। ଚାଳକ ଫେରାର ବାଲେଶ୍ୱର ଜିଲ୍ଲା ରୁପସା ଥାନା ଲଚ୍ଛମନ ଖୁଣ୍ଟା ରୁ ପିକଅପ ଭର୍ତି ଦେଶୀ ମଦ ଜବତ ଡ୍ରାଇଭର ଫେରାର ହୋଇଯାଇଛି। ସୂଚନା ଅନୁସାରେ ଆଜି ଦିନ୧୨.୩୦ମି: ସମୟରେ ବୈଶିଙ୍ଗା ରୁପସା ରାସ୍ତା ରୁ ଏକ ଦେଶୀ ମଦ ଭର୍ତି ପିକଅପ ଆସୁଥିବା ବେଳେ, ବୈଶିଙ୍ଗା ଥାନା ଅଧିକାରୀ ଉକ୍ତ ଗାଡି କୁ ପିଛା କରୁଥିଲେ. ତେବେ ଗାଡି ଡ୍ରାଇଭର ଦ୍ରୁତ ଗତି ରେ ଗାଡିକୁ ରୁପସା ଥାନା ଲଛମନଖୁଣ୍ଟା ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଖୁଣ୍ଟକୁ ଧକ୍କା ଦେଇ ଘର ଭିତରକୁ ପଶିଯାଇଥିଲା , ବୈଶିଙ୍ଗା ଥାନା ଅଧିକାରୀ ରୁପସା ଥାନା କୁ ଖବର ଦେଇ ଫେରିଥିଲେ. ରୁପସା ଥାନା ଅଧିକାରୀଙ୍