ବାଲିକୁଦା: ବାଲିକୁଦା ଏରସମା ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ଭାବେ ସତ୍ୟ ସାରଥୀ ମହାନ୍ତିଙ୍କ ନାମ ଘୋଷଣା ପରେ ଦଳୀୟ ଅଫିସରେ ଦେଲେ ପ୍ରତିକ୍ରିୟା
ବାଲିକୁଦା ଏରସମା ବିଧାନସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ବିଜେପି ପ୍ରାର୍ଥୀ ଭାବେ ସତ୍ୟ ସାରଥୀ ମହାନ୍ତିଙ୍କ ନାମ ଘୋଷଣା ପରେ ଆଜି ତହସିଲ ଛକ ନିକଟ ପାର୍ଟି ଅଫିସରେ ସେ ପ୍ରତିକ୍ରିୟା ରଖିଛନ୍ତି l ସୂଚନା ଅନୁସାରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବିଧାନସଭା ଆସନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ସତ୍ୟ ସାରଥୀ ମହାନ୍ତିଙ୍କ ନାମ ବିଜେପି ତରଫରୁ ଘୋଷଣା କରାଯାଇଛି । ତେବେ ସୂଚନା ପାଇ ଦଳୀୟ କର୍ମୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି l