ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲିଙ୍ଗରାଜ ମନ୍ଦିର ରେ ଦର୍ଶନ ବେଳେ ଅଘଟଣ,ଆଡ଼ପ ମଣ୍ଡପ ନିକଟରେ ପଡି ଶ୍ରଦ୍ଧାଳୁ ଗୁରୁତର ଆହତ
ଲିଙ୍ଗରାଜ ମନ୍ଦିର ରେ ଦର୍ଶନ ବେଳେ ଅଘଟଣ,ଆଡ଼ପ ମଣ୍ଡପ ନିକଟରେ ପଡି ଶ୍ରଦ୍ଧାଳୁ ଗୁରୁତର ଆହତ | ଆଜି 8.45ରେ ଲିଙ୍ଗରାଜ ମନ୍ଦିର ରେ ଦର୍ଶନ ବେଳେ ଅଘଟଣ | ଆଡ଼ପ ମଣ୍ଡପ ନିକଟରେ ପଡି ଶ୍ରଦ୍ଧାଳୁ ଗୁରୁତର ଆହତ | କ୍ୟାପିଟାଲ ହସ୍ପିଟାଲରେ ଭର୍ତି | ଗୁରୁତର ଆହତ ହୋଇଥିବା ଶ୍ରଦ୍ଧାଳୁ ହେଉଛନ୍ତି ଉତ୍ତର ପ୍ରଦେଶ ର ସିଭ ବଦନ ସିଂ | ପୂର୍ବରୁ ତାଙ୍କ ଦେହ ଅସୁସ୍ଥ ଥିଲା | ମୁଣ୍ଡ ଘୁରେଇ ଦେବା କାରଣ ରୁ ମନ୍ଦିର ଭିତରେ ପଡି ଯାଇଥିଲେ | ମନ୍ଦିର ରେ ନିୟୋଜିତ ଥିବା ଫାଣ୍ଡି ଅଧିକାରୀ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ରେ ଭର୍ତ୍ତି କରିଛନ୍ତି |