ଭାରତୀୟ ଜନତା ପାର୍ଟି, ଓଡ଼ିଶା ପ୍ରଦେଶ ର ନୂତନ ସାଙ୍ଗଠନିକ ଟିମରେ କଳାହାଣ୍ଡି ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଭବେନ୍ଦ୍ର ପଣ୍ଡା ରାଜ୍ୟ ଉପସଭାପତି ଭାବରେ ଦାୟିତ୍ଵ ପାଇଁ ଥିବାରୁ କଳାହାଣ୍ଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କ ଉପସ୍ଥିତିରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଗଲା ଏବଂ ମାଁ ମାଣିକେଶ୍ଵରୀଙ୍କ ଦିବ୍ୟ ଦର୍ଶନ କରି ସମସ୍ତେ ଦଳର ଶକ୍ତିବୃଦ୍ଧି ଓ କଳାହାଣ୍ଡି ବାସୀଙ୍କ ମଙ୍ଗଳ କାମନା କଲୁ। ଶ୍ରୀ ଭବେନ୍ଦ୍ର ପଣ୍ଡା ଜୀ ଙ୍କ ଦୃଢ଼ ନେତୃତ୍ୱ ଓ ସଂଗଠନ ଦକ୍ଷତା ନିଶ୍ଚିତ ଭାବେ ଆଗାମୀ ଦିନରେ ଦଳକୁ ଆଉ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି