ରବିବାର ଅପରାହ୍ନ ୫ଟା ବେଳେ କୋକସରା ବ୍ଲକ ବଡପୋଡାଗୁଡା ଖେଳ ପଡିଆ ଠାରେ ବି.ଆର.ଆମ୍ବେଦକର କ୍ଲବ ଦ୍ଵାରା ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହ ଅନୁଷ୍ଠିତ ହେଇଯାଇଛି । ଏଥିରେ ଧର୍ମଗଡ ବିଧାୟକ ସୁଧର ରଞ୍ଜନ ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ରଏନଗୁଡା ଏକାଦଶ ଏବଂ ରେଙ୍ଗାଲପାଲି ଏକାଦଶ ମଧ୍ୟରେ ଫାଇନାଳ ଖେଳ ଅନୁଷଅଠିତ ହେଇଥିଲା ।