ପାରଳାଖେମୁଣ୍ଡି: କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଟା ଗ୍ରାମର ଲେଙ୍କା ରାମନାମ୍ମାଙ୍କ ଏକାଦଶ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ
Paralakhemundi, Gajapati | Aug 17, 2025
ଲେଙ୍କା ରାମନାମ୍ମାଙ୍କ ଏକାଦଶ କାର୍ଯ୍ୟକ୍ରମରେ ଯୋଗଦେଲେ ବିଧାୟକ। ସୂଚନା ମୁତାବକ ଆଜି ଅପରାହ୍ନ ତିନିଟା ସମୟରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ...