Public App Logo
କୋରାପୁଟ ସହର: କୋରାପୁଟ ସହର ଦେଇ ଯାଇଥିବା ଜାତୀୟ ରାଜପଥ ର କୋରାପୁଟ ପୌରପାଲିକା ଅଫିସ ଆଗରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ। ଅଟୋ ଓ ଚାଳକ କୁ ଅଟକ ରଖିଲାପୋଲିସ - Koraput Town News