ସୁନ୍ଦରଗଡ ସହର: ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟର ସବଡେଗା ବ୍ଲକର ଯମୁନା ଓ କେଲୋ ଖଣ୍ଡିରେ ଅବକାରୀ ଚଢାଉ, ଦୁଇ ମହିଳା ଅଭିଯୁକ୍ତ ଗିରଫ
Sundargarh Town, Sundargarh | Sep 6, 2025
ଆଜି ସେପ୍ଟେମ୍ୱର 6 ତାରିଖ ଶନିବାର ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ ଆଜି ସବଡେଗା ଅଞ୍ଚଳରେ ଚାଲିଥିବା ଅବାଧ ମଦ କାରବାର ଉପରେ ଚଢ଼ାଉ କରି ଦୁଇ ଜଣ...