ଲାଞ୍ଜିଗଡ: ଜୟପାଟଣା ପାଲି ଜଙ୍ଗଲରେ ଅବକାରୀ ବିଭାଗର ଚଢଉ ୨ଶହ ଲିଟର ହତ ରନ୍ଧା ମଦ ସହ ୨୨କ୍ବିଣ୍ଟାଲ ମହୁଲ ପୋଚ ଜବତ
Lanjigarh, Kalahandi | Sep 8, 2025
ସୋମବାର ଅପରାହ୍ନରେ ଜୟପାଟଣା ପୁଲିସ ଥାନା ଅଧିନସ୍ଥ ପାବଲି ଜଙ୍ଗଲରେ ଅବକାରୀ ବିଭାଗର ଚଢଉ କରାଯାଇଥିଲା। ଏହି ଚଢାଉ ସମୟରେ ବେନିୟମ ଭାବେ ଦେଶୀ...