BRPL ଟାଉନସିପ ପାଖ ରାସ୍ତାରେ ହାଇୱା ସହିତ ଏକ ବାଇକ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲା ବରାଙ୍ଗ ଅଞ୍ଚଳର ଜଗେନ ପୂର୍ତ୍ତି ଓ ସଙ୍ଗେନ୍ ମୁଣ୍ଡା ଗୁରୁତର ହୋଇଯାଇଥିଲେ । ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହାୟତାରେ ଦୁଇଜଣ ଯୁବକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଦାନଗଦି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଥିବା ଶନିବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।