Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ଢେଙ୍କାନାଳ ସଦର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଜୟନ୍ତୀ ଅବସରରେ ଓଏସଏପି ବାଟାଲିୟନ ପରିସରରେ ବୃକ୍ଷରୋପଣ

ଏକ ପେଡ ମା' କେ ନାମ । ମା' ନାମରେ ଗଛ ଟିଏ ଲଗାଇବାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଆହ୍ୱାନକୁ ଆଧାର କରି ଆଜି ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମ ଜୟନ୍ତୀ ଅବସରରେ ଆଜି ସକାଳ ୧୦ଟାରେ ଢେଙ୍କାନାଳ ସୁନ୍ଦରୀ ଖାଲ ନିକଟସ୍ଥ ଓଡିଶା ସଶସ୍ତ୍ର ଆରକ୍ଷୀ ବାଟାଲିୟନ -୧ ପରିସର ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏହି କ୍ରମରେ ଢେଙ୍କାନାଳରେ ଆଜିଠାରୁ ଆସନ୍ତା ଅକ୍ଟୋବର ୨ତାରିଖ ଯାଏଁ ପକ୍ଷକୁ ଏକ ମହୋତ୍ସବ ।

MORE NEWS