ବାଲିଗୁଡାର ଡଲାମିଲା ଠାରେ ବିଧାୟକ ଙ୍କ ଦ୍ୱାରା ବୃକ୍ଷ ରପଣ କାଯ୍ୟକ୍ରମ ଅନୁଷ୍ଠିତ, ରବିବାର ଦିନ 12ଘଣ୍ଟିକା ସମୟରେ ଏହି ବୃକ୍ଷ ରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇ,ଏହିକାଯ୍ୟକ୍ରମ ଟି ବାଲିଗୁଡା DFO ଇଫସସ ବିଶ୍ୱରାଜ ପଣ୍ଡା ଙ୍କ ତତ୍ୱାବଧାନ ରେ କାଯ୍ୟକ୍ରମ ଅନୁଷ୍ଠିତ ହଇଥିବା ବେଳେ ରେଞ୍ଜର ଡି ସୁବାଷ ଫରେଷ୍ଟର ପ୍ରଭାତ କୁମାର ଦରା ଙ୍କ ଆୟଜନ ରେ କାଯ୍ୟକ୍ରମ ଅନୁଷ୍ଠିତ ହଇଯାଇଛି କାଯ୍ୟକ୍ରମ ବାଲିଗୁଡା ବିଧାୟକ ଯଗ ଧେଇ ବୃକ୍ଷ ରପଣ କରାଯାଇଥିବା ନେଇ ସୁଚନା ମିଳିଛି, ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷ ନନ୍ଦିନୀ ମଲ୍ଲିକ, ଜିଲ୍ଲାପରିଷଦ ସଦସ୍ୟ ଙ୍କ ଉପସ୍ଥିତିରେ ଏହି