#jansamsya ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକରେ ବାର୍ହା ବିତ୍ପାତ l ରାତି ସମୟରେ ପଳ ପଳ ବାର୍ହା ଚାଷ ଜମି କୁ ପଶି ଆସି ନଷ୍ଟ କରୁଛନ୍ତି ଧାନ ଫସଲ l ଧାନ ପାଚିଲା ସମୟରେ ଏହି ଜଙ୍ଗଲୀ ବାର୍ହା ବିଲ କୁ ଆସି ଧାନ ଖାଇବା ସହ ଏକର ଏକର ଫସଲ ନଷ୍ଟ କରୁଛନ୍ତି l ବାର୍ହା କୁ ତଡିବା ପାଇଁ ଚାଷ ଜମିରେ କୁଡ଼ିଆ କରି ଦିନ ତମାମ ଚାଷୀ ଜଗି ରହୁଥିଲେ ହେଁ ରାତି ସମୟରେ ଏହି ବାର୍ହା ବିଲ ମୁହାଁ ହେଉଛନ୍ତି l ଯାହାଫଳରେ ଏକର ଏକର ଧାନ ଚାଷ ନଷ