ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ ଡିଏମଏଫ ସମ୍ମିଳନୀ କକ୍ଷରେ ଲିଙ୍ଗଭିତ୍ତିକ ହିଂସା ଉପରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି l ଝାରସୁଗୁଡାର ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନ ୫ ଟାରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବୈଠକ ଅନୁଷ୍ଠିତ ହୋଇଛି l ବାଲ୍ୟ ବିବାହ ନିଷେଧ ଆଇନ ଏବଂ ପକ୍ସୋ ଆଇନ ତଥା ବିଭିନ୍ନ ଲିଙ୍ଗ ଭିତ୍ତିକ ହିଂସା ଉପରେ ଆଲୋଚନା କରାଯାଇଛି l ଏହି ଅବସର ରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l