କେନ୍ଦୁଝର ସହର: ହରିଚନ୍ଦନପୁର ବଜାରର ନାରାୟଣ ଜୁଏଲର୍ସରୁ ସୁନା ଅଳଙ୍କାର ଲୁଟ ଘଟଣା ,୧୦ ଦିନ ପରେ ୬ ଜଣଙ୍କୁ ଗିରଫ କୋର୍ଟ ଚାଲାଣ କଲା ପୋଲିସ
Kendujhar Town, Kendujhar | Jul 5, 2025
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ମୁଖ୍ୟ ବଜାର ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ବ୍ୟାଙ୍କ୍ ତଳେ ଥିବା ନାରାୟଣ ଜୁଏଲାରୀ ଦୋକାନରୁ ଲୁଟ୍ ଘଟଣା । ୧୦ ଦିନ...