ନୂଆପଡା: ୟୁରିଆ ସାର ଅଭାବକୁ ନେଇ କୃଷି ଯୁଗ୍ମ ନିର୍ଦ୍ଦେଶକଙ୍କୁ ଭେଟିଲା ପରେ ନୂଆପଡାରେ ଚାଷୀ ନେତା ଯଦୁମଣି ପାଣିଗ୍ରାହୀଙ୍କ ପ୍ରତିକ୍ରିୟା
Nuapada, Nuapada | Sep 2, 2025
ଜିଲ୍ଲାରେ ଖରିପ ଚାଷ ପାଇଁ ୟୁରିଆ ସାରର ଅଭାବ ଦେଖା ଦେଇଛି। ଏ ସଂକ୍ରାନ୍ତରେ କୃଷି ଯୁଗ୍ମ ନିର୍ଦ୍ଦେଶକଙ୍କୁ ଜିଲ୍ଲାର ଚାଷୀ ନେତା ଯଦୁମଣି...