ଖୋର୍ଦ୍ଧା: ଟାଙ୍ଗୀକୁ ନୂତନ NAC ଘୋଷଣା ହେବାପରେ ସ୍ୱାଗତ ସମ୍ବର୍ଦ୍ଧନା ଏବଂ ଶୋଭାଯାତ୍ରାରେ ଯୋଗଦେଲେ ସାଂସଦ
ଟାଙ୍ଗୀ ଠାରେ ଆୟୋଜିତ ବିଶାଳ ସମ୍ବର୍ଦ୍ଧନା ସଭା ଯୋଗଦେଲେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଟାଙ୍ଗୀ ବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଇ। ଏହି ଅବସରରେ ଭୁବନେଶ୍ଵର ସାଂସଦ ଶ୍ରୀମତୀ ଆପାରାଜିତା ଷଡ଼ଙ୍ଗୀ, ସ୍ଥାନୀୟ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ,ପୂର୍ବତନ ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ଥିଲେ।