ଧର୍ମଶାଳା: କୁଆଖିଆ ଥାନା ଅଂଚଳରେ ଗତ ୩ତାରିଖରେ ବଡ଼ରାମ ଜେନାକୁ ଆକ୍ରମଣ କରିଥିବା ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ଓ କୋର୍ଟ ଚାଲାଣ
Dharmasala, Jajpur | Jul 2, 2025
ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାରେ, ବଣ୍ଟି ସ୍ୱାଇଁ ଓ ତାଙ୍କ ସହଯୋଗୀମାନେ ଜେନାପୁର ଥାନା ଅଞ୍ଚଳର ବଡ଼ରାମ ଜେନା ଓ...