ଅନୁଗୋଳ: ଅନୁଗୋଳ ସର୍କିଟ ହାଉସ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା
Anugul, Angul | Sep 16, 2025 ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ଅନୁଗୋଳ ସର୍କିଟ ହାଉସ ଠାରେ ମଙ୍ଗଳବାର ଦିନ ଦୁଇଟା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିବା ପରେ ଜିଲ୍ଲା ବିଜେପି ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କରା ଯାଇଛି। ଜିଲ୍ଲାର ବହୁ ବିଜେପି ନେତା ଯୋଗ ଦେଇଥିବା ବେଳେ ଅନୁଗୋଳ ବିଧାୟକ, ପାଳଲହଡା ବିଧାୟକ ଏବଂ ଢ଼େଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗ ଦେଇଥିଲେ।