ଟିଟିଲାଗଡ: ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର କଲେ ଟିଟିଲାଗଡ଼ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ
ନୂଆପଡା ଉପ-ନିର୍ବାଚନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ  ଜୟ ଢୋଲକିଆଙ୍କ ନିର୍ବାଚନ ପ୍ରଚାର ପାଇଁ ନୂଆପଡା ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆଙ୍କୁ  ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ସମସ୍ତ ଭାଇ ଭଉଣୀ ତଥା ଗୁରୁଜନ ମାନଙ୍କୁ ନିବେଦନ କରିଛନ୍ତି ଟିଟିଲାଗଡ଼ର ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ ତା ସହ ଆଜି ପବିତ୍ର ଗୋପାଷ୍ଟମି ଉପଲକ୍ଷେ ସେଠାରେ ଥିବା ଗୋ ଆଶ୍ରମକୁ ଯାଇ ଗୋମାତାଙ୍କୁ ପୂଜାର୍ଚ୍ଚନା କରିବା ସହ ପୂଜାରେ ବସିଥିଲେ।