ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: କଂଗ୍ରେସରେ ସାମିଲ ହୋଇ କଂଗ୍ରେସ ଭବନରେ ପ୍ରତିକ୍ରିୟା ରଖିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳ
ହେମାନନ୍ଦ ବିଶ୍ଵାଳଙ୍କ ଝିଅ ହେମାନନ୍ଦ ବିଶ୍ଵାଳଙ୍କ ଝିଅ ସୁନୀତା ବିଶ୍ଵାଳ ବିଜେଡି ଛାଡ଼ି କଂଗ୍ରେସ ରେ ଯୋଗଦାନ କଲେ। କିଛି ବର୍ଷ ପୂର୍ବରୁ ସେ ବିଜେଡି ରେ ମିଶି ସୁଦର୍ଗଡରୁ MP ଭାବେ ଲଢ଼ିଥିଲେ। ଆଜି ପିସିସି ସଭାପତିଙ୍କ ଉପସ୍ଥିତିରେ ହାତ ଧରିଛନ୍ତି।ନବିନ ସୂଜଗ ଦେଇଥିଲେ। କିନ୍ତୁ ଏବେ ମୋତେ ସାବତ ଝିଅ ଭଳି ବ୍ୟବହାର ଯୋଗୁ ମୁଁ ବିଜେଡି ଛାଡ଼ିଲେ। ଲିଙ୍କନ ସୁବୁଦ୍ଧି ଙ୍କୁ ମିଶାଇଲେ। ହେଲେ ତାଙ୍କୁ ବି ଶୁଜଗ ଦେଲେନି। ଆମକୁ ଆଉ ସୁଯୋଗ ଦେଲେନି। ଆଉଜଣେ ଆରତୀ ଦିଦି ସରପଞ୍ଚ ଯେଉଁଥି ପାଇଁ ସେ ବିଜେପିରେ ମିଶିଲେ। ମୁଁ ମୋ ପରିବାରକୁ ଫେରି ଖୁସି।