ବୌଦ୍ଧ ସଦର: ଦଦରଙ୍ଗା ଗ୍ରାମର ରାସ୍ତାରୁ ବେଆନ ମହୁଲି ମଦକୁ ଜବତ କରି ଆସାମୀ ନାମରେ ମାମଲାରୁଜୁ କଲା ଅବକାରୀ ପୋଲିସ
ଆଜି ବୌଦ୍ଧ ଅବକାରି କାର୍ଯ୍ୟାଳୟ ସୂତ୍ରରୁ ଆଜି ସନ୍ଧ୍ୟା ୭.୩୦ସମୟରେ ପ୍ରାପ୍ତ ସୂଚନା ଅନୁସାରେ l ବେଆନ ମହୁଲି ମଦ ଧାରା ଅଭିଯାନରେ l ବୌଦ୍ଧ ଅବକାରୀ ଥନାର ଏକ ଟିମ ବୌଦ୍ଧ ଥାନା ଅନ୍ତର୍ଗତ ଦଦରଙ୍ଗା ଗ୍ରାମରେ ଆଜି ମଧ୍ୟାନ୍ହ ପାଖାପଖି ୧୨. ୧୫ ସମୟରେ ଚଢ଼ାଉ କରିଥିଲା l ଏହି ଚଢ଼ାରେ ଦଦରଙ୍ଗା ଗ୍ରାମର ରାସ୍ତା ୯ଲିଟର ମହୁଲି ମଦ ସମ୍ପୃକ୍ତ ଆଶାମିକୁ ଧରି ୧୨୩/୨୦୨୫-୨୬ରେ ମାମଲା ରୁଜୁ କରି l ଆଶାମିକୁ ୩୫(୩)BNSS ରେ ନୋଟିସ ଦେଇ ଛାଡି ଦିଆଯାଇଛି l ଏନେଇ ବୌଦ୍ଧ ଅବକାରୀ ଥାନର OIC ସୂଚନା ଦେଇଛନ୍ତି