କଣ୍ଟାମାଳ: ଘଣ୍ଟାପଡା ଥାନା ଅନ୍ତର୍ଗତ ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା 10ରୁ ଉର୍ଦ୍ଧ ଗୁରୁତର
ଘଣ୍ଟାପଡା ଥାନା ଅନ୍ତର୍ଗତ ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକପ ଉପରେ ଚଢ଼ିଗଲା ହାଇବା । ପିକପ ରେ ଥିବା ୧୦ରୁ ଉର୍ଦ୍ଧ ଶ୍ରମିକ ଗୁରୁତର । ସମସ୍ତ ଗୁରୁତରଙ୍କୁ କଣ୍ଟାମାଳ ଚିକିତ୍ସାଳୟ ରେ ଭର୍ତି କରାଯାଇଛି। ବିଏସଏଫ ଯବାନ, ଅଗ୍ନିଶମ କର୍ମଚାରୀ, ପୋଲିସ ଓ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟ ଜାରି । ସୂଚନାମୁତାବକ କନ୍ଧମାଳ ଜିଲ୍ଲା ପଟୁ କିଛି ଶ୍ରମିକ ରାସ୍ତା କାମ ସାରି ନିଜ ଘରକୁ ଏକ ପିକପ ଯୋଗେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ହାଇବା ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଘାଟିରେ ଭାରସାମ୍ୟ ହରାଇ ପିକପ ଉପରେ ଚଢ଼ି ଯାଇଥିଲା । ଯା