ବୌଦ୍ଧ ସଦର: ବୌଦ୍ଧ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ ଓ ଦୁର୍ନୀତି ନିବାରଣ ପକ୍ଷରୁ ବକତୁତା ଓ ପ୍ରବନ୍ଧ ଲିଖ ପ୍ରତିଯୋଗିତା ଅନୁଷ୍ଠିତ
ଆଜି ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କରାଯ୍ୟାଳୟ ସୂତ୍ରରୁ ପ୍ରlପ୍ତ ସୂଚନା ଅନୁସାରେ l ଆଜି ସକାଳ 10 ଘଟିକା ସମୟରେ ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ଠାରେ ଜ଼ିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ, ବୌଦ୍ଧ ଶlଖା ପକ୍ଷ ରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ର ପଞ୍ଚମ ଦିବସ ରେ  ଉଚ୍ଚ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରୀୟ ବକ୍ତୃତା, ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l