କୋରେଇ: ତେନ୍ତୁଲିଖୁଣ୍ଟା ରାସ୍ତାରେ ବାଇକ ସହିତ ବାଇକ ଧକ୍କା ଦୁଇଜଣ ଆହତ,ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି
Korai, Jajpur | Nov 11, 2025 ତେନ୍ତୁଲିଖୁଣ୍ଟା ରାସ୍ତାରେ ବାଇକ ସହିତ ବାଇକ ଧକ୍କା ଦୁଇଜଣ ଆହତ,ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି l ଆଜି ଦୁଇଜଣ ଯୁବକ ଏକ ବାଇକରେ ନୂଆଗଡ ଗୋଲେଇ ଛକ ଆଡେ ଆସୁଥିଲେ l ହଠାତ ତେନ୍ତୁଲିଖୁଣ୍ଟା ଛକରେ ଅପରପକ୍ଷରୁ ଏକ ବାଇକ ଦ୍ରୁତ ଗତିରେ ଆସି ଯୁବକଙ୍କ ବାଇକକୁ ଧକ୍କା ଦେଇଥିଲା l ଫଳରେ ଯୁବକ ଦୁଇଜଣ ଖୋପାଡ଼ି ହେଇ ପଡି ଆହତ ହେଇଥିଲେ l ଦୁର୍ଘଟଣାକୁ ଦେଖି ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଂଚି ଆହତ ଯୁବକ ଦୁଇଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ l