ଆଜି ଡିସେମ୍ବର 19 ତାରିଖ ଶୁକ୍ରବାର ମଧ୍ୟାହ୍ନ 12:10 ରେ ଏହି ୱାରେଣ୍ଟି ଧରୁଆ ଡିହି ପୋଲିସ ହତାରେ ଧରା ପଡ଼ିଛି। ଗିରଫ ଅଭିଯୁକ୍ତ ହେଲା - ଅଜିତ୍ ହାଁସଦା ଓ ତା ଘର ବିରବିରା। ମାନ୍ୟବର ଅଦାଲତ ତା ନାମରେ NBW ଇସ୍ୟୁ କରିଥଲେ। GR Case No 1517/2022 ରେ ଏହି NBW ଜାରି ହୋଇଥିଲା। ଏକ ସଙ୍ଗୀନ ମାମଲାରେ ଜଡିତ ଥିବା ଏହି ଅଭିଯୁକ୍ତ 2022 ରୁ ଫେରାର ଥିଲା। ଆଜି ଧରୁଆ ଡିହି ସ୍ବତନ୍ତ୍ର ସୂଚନା ପାଇ ଅଭିଯୁକ୍ତକୁ ଗିରଫ କରିବା ସହ ତାକୁ ସନ୍ଧ୍ୟା 6 ଟା ପାଖାପାଖି ସମୟରେ କୋର୍ଟ ଚାଲାଣ କରିଛନ୍ତି।