ଜୟପୁର ର ସାହିତ୍ୟିକ ଓ ସାମ୍ବାଦିକ ଅଶୋକ ପଲେଇଙ୍କ ପରଲୋକ । ଜିଲାରେ ଶୋକର ଛାୟା ଖେଳିଯାଇଛି l ଗତ ରାତିରେ ଡାବୁଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ l ତାଙ୍କୁ ଜୟପୁର ସ୍ଥିତ ଘୋରେଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ ସେଠାରେ ମୃତ୍ୟୁ ହୋଇଥିଲା l ଆଜି ଅପରାହ୍ନ 3ଟା ରେ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l