ଜାନୁଆରୀ ୧୩ ତାରିଖ ସମୟ ଅପରାହ୍ନ ପ୍ରାୟ ୪ଟା ୧୫ ମିନିଟରେ ପଞ୍ଚତତ୍ତ୍ୱ ଅନୁଷ୍ଠାନ ନିଜସ୍ୱ କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉପ ସାଂସ୍କୃତିକ ସଚିବ ଶ୍ରୀ ଅବିନାଶ ମହାପାତ୍ର ସୂଚନା ଦେଲେ କି, ଆସନ୍ତା ୧୫ ଜାନୁଆରୀରୁ ୧୭ ଜାନୁଆରୀ ପର୍ଯ୍ୟନ୍ତ ତିନି ଦିନ ଧରି, ଭାରତର ବିଭିନ୍ନ ରାଜ୍ୟରୁ ସାଂସ୍କୃତିକ ଅନୁଷ୍ଠାନମାନେ ଆସି ଜାତୀୟ ସ୍ତରର ଡ୍ରାମା, ନାଚ, ବାଦ୍ୟଯନ୍ତ୍ର ପ୍ରତିଯୋଗିତା ଭିତ୍ତିକ କାର୍ଯ୍ୟକ୍ରମ ସିଭିକ ସେଣ୍ଟର ଓ ଭଞ୍ଜଭବନ ପ୍ରେକ୍ଷାଳୟରେ ପରିବେଷଣ କରିବେ, ଏହା ସମ୍ପୂର୍ଣ ନିଃସ୍ଲୁକ ପ୍ରବେଶ ଅଟେ ଏବଂ ପ୍ରତ୍ୟେକ ଦିନ ଅପରାହ୍ନ ୩ଟାରୁ ରାତ୍ରି ୯ ଟା ପର୍ଯ୍ୟନ