କୋରାପୁଟ ସହର: କୋରାପୁଟ ଉପଜିଲ୍ଲାପାଳ ଙ୍କ ମାନବିକତା.. ଖରଗୁଡ଼ା ନିକଟରେ ଦୁର୍ଘଟଣାଗସ୍ତ ତିନି ଜଣଙ୍କୁ ଉଦ୍ଧାର କରି କଲେ ଚିକିତ୍ସା ବ୍ୟବସ୍ଥା
କୋରାପୁଟ ଉପ ଜିଲ୍ଲାପାଳଙ୍କ ମାନବିକତା ଦୁର୍ଘଟଣା ଗ୍ରସ୍ଥ ୩ ଜଣଙ୍କୁ ଉଦ୍ଧାର କରି କଲେ ଚିକିତ୍ସା ବ୍ୟବସ୍ଥା କୋରାପୁଟ...କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ ବୁଧବାର ନନ୍ଦପୁର ଗସ୍ତ ସାରି ଫେରୁଥିବା ବେଳେ ସେମିଳିଗୁଡା ଥାନା ଖରାଗୁଡ଼ା ନିକଟରେ ବାଇକ ଦୁର୍ଘଟଣା ରେ ଆହତ ହୋଇ ପଡିଥିବା ତିନିଜଣଙ୍କୁ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା ବ୍ୟବସ୍ଥା କରି ମାନବିକତା ଦେଖାଇଛନ୍ତି। ଆହତ ତିନିଜଣ ଉମ୍ବେଲ ପଞ୍ଚାୟତର ବାପ ଝିଅ ଓ ଶଳା ବୋଲି ଜଣା ପଡିଛି। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଉପଜିଲ୍ଲାପାଳଙ୍କ ମହାନତାର ପ୍ରଶଂସା କରି ଧନ୍ୟବାଦ୍ ଜଣାଇଛ