Public App Logo
Jansamasya
National
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ପୋଲସରା: ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ଆଗରେ ଆନ୍ଦୋଳନରତ ଅଧ୍ୟାପକ ମାନଙ୍କୁ ଭେଟି ସମର୍ଥନ ଜଣାଇଲେ ପୂର୍ବତନ ମନ୍ତ୍ରୀ

Polasara, Ganjam | Sep 16, 2025
ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀଙ୍କ ଆନ୍ଦୋଳନ ୩0 ଦିନରେ ପହଞ୍ଚିଥିଲେ ମଧ୍ୟ ସରକାର ଦାବୀ ପୂରଣ ନେଇ ସଂଘ ସହିତ କୌଣସି ଆଲୋଚନା କରୁନାହାନ୍ତି। ଯାହା ଫଳରେ ଅସନ୍ତୋଷର ନିଆଁ ବ୍ୟାପିବାରେ ଲଗିଛି। ମହାବିଦ୍ୟାଳୟରେ ଏକ ପ୍ରକାର ପାଠ ପଢା ସହିତ ଅଫିସ୍ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦୀର୍ଘ ଦିନ ଧରି ଅଧ୍ୟାପକ ମାନଙ୍କ ଖବର ପାଇ ପୋଲସରା ପୂର୍ବତନ ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ପହଞ୍ଚି ସମର୍ଥନ ଜଣାଇଛନ୍ତି l

MORE NEWS