ପୁରୀ ମ୍ୟୁନିସିପାଲଟି: ଜିଲ୍ଲାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାକୁ ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି
Puri M, Puri | Jul 14, 2025
ଜିଲ୍ଲାରେ ପ୍ରବଳ ବର୍ଷା ପ୍ରବାହକୁ ଦୃଷ୍ଟିରେ ରଖୁ ଜିଲ୍ଲାକୁ ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣିଂ ଜାରି କରିଛି। ଏ ନେଇ ଆଜି...