ପୋଲସରା: ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟ, ଏନଏସି କାର୍ଯ୍ୟାଳୟ,ତହସିଲ କାର୍ଯ୍ୟାଳୟ,ଇରିଗେସନ କାର୍ଯ୍ୟାଳୟ ସମେତ ବିଭିନ୍ନସ୍ଥାନରେ ସ୍ୱାଧୀନତା ଦିବସ ପାଳିତ
Polasara, Ganjam | Aug 15, 2025
ବୁଗୁଡ଼ା ସହର ର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ 79 ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି l ବ୍ଲକ କାର୍ଯ୍ୟାଳୟ ଠାରେ ଆୟୋଜିତ...