ନର୍ଲା: ରାକେଶ କିଶୋର ଙ୍କ ନା ରେ ମଦନ ପୁର ରାମପୁର ଥାନାରେ ଏତଲା।
ଗତ ୬ ତାରିଖ ଦିନ ଭାରତ ସୁପ୍ରିମକୋର୍ଟ ମୂଖ୍ୟ ବିଚାରପତି ନ୍ୟାୟ ମୂର୍ତି ବିଆର ଗଓ୍ଵାଇ କୋର୍ଟ ରୁମରେ ଜୋତା ଫିଙ୍ଗିବା ଘଟଣା କୁ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ନିନ୍ଦା କରିବା ସହିତ ଥାନାରେ କେସ ମଧ୍ୟ ରୁଜୁ କରୁଥିବା ଦେଖିବାକୁ ମିଳୁଛି। ଏହି ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଠାରେ ଅଲ ଓଡ଼ିଶା ସିଡ୍ୟୂଲ କାଷ୍ଟ ଫେଡେରେସନ ଜିଲ୍ଲା ସଭାପତି ବୃନ୍ଦାବନ ନାଗ ଙ୍କ ନେତୃତ୍ୱରେ ରାକେଶ କିଶୋର ଙ୍କ ନାମରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ରାକେଶ କିଶୋର ଙ୍କ ନା ରେ ମଦନ ପୁର ରାମପୁର ଥାନାରେ ଏତଲା!