ଟିଟିଲାଗଡ: ଟିଟିଲାଗଡ଼ ଠାରେ ଆୟୋଜିତ ଭାରତର ସର୍ବ ବୃହତ ଗ୍ରାମୀଣ କ୍ରୀଡା ଉତ୍ସବ ଉଦଯାପିତ - ଯୋଗଦେଲେ ବିଧାୟକ ନବୀନ ଜୈନ ଓ ଏ ବି ଇ ଓ
Titlagarh, Balangir | Aug 24, 2025
ଟିଟିଲାଗଡ଼ ହାଇସ୍କୁଲ ପଡିଆ ଠାରେ ଆୟୋଜିତ ଦୁଇ ଦିନିଆ ଖେଳରେ ୪୦ ଟି ଭଲିବଲ ଟିମ ଓ ୬ ଟି ଥ୍ରୋ ବଲ ଟିମ ଅଂଶ ଗ୍ରହଣ କରିଥିଲେ। ରବିବାର ଉଦଯାପନୀ...