ବିଂଝାରପୁର ପ୍ରଖଣ୍ଡ ବିଶ୍ଵହିନ୍ଦୁ ପରିଷଦ ବଜରଙ୍ଗ ଦଳ ତରଫରୁ ବିଂଝାରପୁର ଅଞ୍ଚଳରେ ପ୍ରଭାବଶାଳୀ ପ୍ରତିଭାଶାଳୀ ବ୍ୟକ୍ତିମାନେ ଜୋର ଜବରଦସ୍ତ ଗୋଚର ଜମି ଅଧିଗ୍ରହଣ କରି ରଖଛନ୍ତି ସେ ଗୋଚର ଜମି ପ୍ରଭାବଶାଳୀଙ୍କ ହାତରୁ ମୁକ୍ତ କରାଯିବା ସହିତ ନୂତନ ଗୋଶାଳା ନିର୍ମାଣ ଗୋଚାରଣ ଜମି ଗୋବଂଶ ସଂରକ୍ଷଣ କରାଯିବା ଉଦେଶ୍ୟରେ ବିଂଝାରପୁର ତହସିଲଦାରଙ୍କୁ ଏକ ଦାବିପତ୍ର କରାଯାଇଥିବା ମଙ୍ଗଳବାର ଦିବା 1 ଘଟିକା ସମୟରେ ଦେଖିବାକୁ ମିଳିଛି!