ଅନୁଗୋଳ ଜିଲ୍ଲା ପାଳ ପାଲଲହଡା ବ୍ଲକ ଅନ୍ତର୍ଗତ ବଡସଡା ଗ୍ରାମରେ ସୋମବାର ଦିନ କଲ୍ୟ ଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଏହି କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିବା ବେଳେ ସ୍ଥାନୀୟ ଜନପ୍ରତିନିଧୂ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।