ନୂଆଗାଁ ବ୍ଲକର ତେତେରକେଲା ଗ୍ରାମପଞ୍ଚାୟତ ପରିସରରେ ଗ୍ରାମପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ନୂଆଗାଁ ବିଡ଼ିଓ ଜ୍ୟୋତି ବିକାଶ ଦାଶ ଉପସ୍ଥିତ ରହି ଲୋକମାନଙ୍କର ଅଭିଯୋଗ ଶୁଣିଥିଲେ।ଏଥିରେ ବିଭିନ୍ନ ବିଭାଗର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ।ଏଥିରେ ୧୫ଟି ଅଭିଯୋଗ ସ୍ତବ ପାଇଥିଲା। ଏଥିରେ ଅଧିକାଂଶ ସମସ୍ୟା ମଧ୍ୟରେ ହାତୀ ସମସ୍ୟା, ରାସ୍ତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଜମି ଚିହ୍ନଟ,ସୋଲାର ଲାଇଟ ପ୍ରମୁଖ ଥିଲା