ବିଜୁ ଛାତ୍ରଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ ହେଲେ କଣ୍ଟାମାଲ ଛାତ୍ର ବିଜେଡି ନେତା ଉଦିତ ଆଜି ବିଜୁଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟନାୟକ ଆଜି ବିଭିନ୍ନ ଜିଲ୍ଲା ବ୍ଲକ ମାନଙ୍କ ରେ ବିଭିନ୍ନ ପଦପଦବୀ ବଣ୍ଟନ କରିଛନ୍ତି I ତେବେ କଣ୍ଟାମାଲ ର ଛାତ୍ର ବିଜେଡି ନେତା ଉଦିତ ପ୍ରତାପ ଭୋଇ ଙ୍କୁ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତି ମିଳିଛି I ଏହି ଖବର ପାଇବା ପରେ ତାଙ୍କୁ କର୍ମୀ ଓ ନେତା ଶୁଭେଚ୍ଛା ଜଣେଇଛନ୍ତି ଏପଟେ ଏହି ନିଯୁକ୍ତି ପାଇବା ପରେ ସେ ଆହୁରି ଦଳ ରେ କିଭଳି ଭାବରେ ଲୋକଙ୍କ ଯୋଡ଼ିବେ ସଂଗଠନ ସୃଡ଼ଢ କରିବେ ବଳି କହିଛନ୍ତି ।