କାକଟପୁର: ବିଳମ୍ବିତ ରାତ୍ରରେ ନବପତ୍ରିକା ଷଷ୍ଟ ଦିନରେ କାକଟପୁର ମା ମଙ୍ଗଳା ଙ୍କ କାର୍ତ୍ତି ଖର୍ପର ବେଶ ଅନୁଷ୍ଠିତ, ଶ୍ରଦ୍ଧାଳୁ ଙ୍କ ଭିଡ
Kakatpur, Puri | Sep 27, 2025 ମା ମଙ୍ଗଳା କାର୍ତ୍ତିଖର୍ପର ବା କାର୍ତାୟନୀ ବେଶ ରେ ଦର୍ଶନ ଦେଲେ। :-ଆଜି ମା ଙ୍କ ସପ୍ତମୀ ରେ ସିଂହବାହିନୀ ବେଶ ଅନୁଷ୍ଠିତ ହେବ କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-୨୭/୦୯:-ଚଳଚଞ୍ଚଳ ମା ମଙ୍ଗଳା ଙ୍କ ପୀଠ। ପୁରୀ ଜିଲ୍ଲା କାକଟପୁର ପ୍ରାଚୀ ତଟ ବାସିନୀ ମା ମଙ୍ଗଳା ଙ୍କ ପୀଠରେ ଚାଲିଛି ଷୋଡଶ ଦିନାତ୍ମକ ପୂଜା। ପରମ୍ପରା ଅନୁସାରେ ପ୍ରତ୍ୟହ ଭୋର ୪ଟାରୁ ସ୍ୱତନ୍ତ୍ର ପୂଜା ହୁଏ। ସୋମବାର ଠାରୁ ନବଦିନାତ୍ମକ ପୂଜା ଅବା ଗୁପ୍ତ ନୀତି ଆରମ୍ଭ ହୋଇଛି। ନବପତ୍ରିକା ପଞ୍ଚମ ଦିନରେ ମା ବିଳମ୍ବିତ ରାତ୍ର ରୁ ମା'ଙ୍କ ଭୁଜଲାଗି, ତୀରକମାଣ ବେଶ ଓ ନାଲି ବସ୍ତ୍ର ପରିଧାନ କରି ଶ୍ରଦ୍ଧାଳ