Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଭଟଲି ଦଧିବାମନ ମନ୍ଦିର ରେ ବକୁଳଲାଗି ହେବା ପରେ ଭକ୍ତଙ୍କ ପ୍ରବଳ ଭିଡ,

ଭଟଲି ଦଧିବାମନ ମନ୍ଦିର ରେ ବକୁଳଲାଗି ହେବା ପରେ ଭକ୍ତଙ୍କ ପ୍ରବଳ ଭିଡ, ପଶ୍ଚିମ ଓଡିଶା ଶ୍ରୀକ୍ଷେତ୍ରଭଟଲି ଦଧି ବାମନ ମନ୍ଦିର ରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପରମ୍ପରା କ୍ରମେ ହୋଇ ଆସୁଥିବା ପୌଷ୍ୟ ମାସ ଅମାବାସ୍ୟାରେ ଆଜି ବକୁଳ ଲାଗି କରାଯାଇଛି।ବକୁଳ ଲାଗି ଅମାବାସ୍ୟା ଅବସରରେ ଦଧିବାମନ ମହାପ୍ରଭୁଙ୍କ ଦର୍ଶନ ରେ ଶ୍ରୀମନ୍ଦିର ରେ ଆଜି ସକାଳ ୧୦ ଟାରେ ଭକ୍ତଙ୍କ ପ୍ରବଳ ଭିଡ ଲାଗି ରହିଥିଲେ।ଏହିଅବସରରେ ମହାପ୍ରଭୁ ଙ୍କୁ ବିଭିନ୍ନ ଫୁଳ ରେ ସୁସଜ୍ଜିତ କରିବା ପରେ ଦୈନିକ ପୂଜା ନୀତି,ପହଡ଼ଭଙ୍ଗ, ଦ୍ୱାର ଫିଟା ନୀତି ଠାରୁ ଆରମ୍ଭ ହୋଇଥିଲା।

MORE NEWS

ଭଟଲି: ଭଟଲି ଦଧିବାମନ ମନ୍ଦିର ରେ ବକୁଳଲାଗି ହେବା ପରେ ଭକ୍ତଙ୍କ ପ୍ରବଳ ଭିଡ, - Bhatli News